

ସେହିପରି ଜିଲ୍ଲାରେ ଆଉ ତିନି ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ସୂଚନା ମିଳିଛି । ମୃତକ ତିନି ଜଣଙ୍କ ବୟସ ଯଥାକ୍ରମେ ୫୦, ୨୭, ୩୫ । ଏମାନେ ସମସ୍ତେ ପୁରୁଷ । ଏମାନଙ୍କୁ ମିଶାଇ ଜିଲ୍ଲାରେ ଅଦ୍ୟାବଧି କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୧୧୨୮ ରେ ପହଂଚିଛି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୯୧୮ ରହିଛି । 
