![](https://indokalingtimes.com/wp-content/uploads/2020/06/ikt.jpeg)
ରାୟଗଡ଼ା– ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ବିଜୟପୁର ଗାଁରୁ ଆଜି ଦିନକରେ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ହୋଇଥିବା ୭୪ ଜଣଙ୍କୁ ମିଶାଇ କେବଳ ବିଜୟପୁର ଗାଁରୁ ଇତିମଧ୍ୟରେ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।