ନୂଆଦିଲ୍ଲୀ – ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୦୯୦୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହା ସହିତ କରୋନା ରୋଗୀଙ୍କ ସଂଖ୍ୟା ୬,୨୫,୫୪୪କୁ ବୃଦ୍ଧି ପାଇଛି
ବୁଧବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ବର୍ତମାନ୨୨୭୪୩୯ ସକ୍ରିୟ ରୋଗୀ ଅଛନ୍ତି । ଏଥି ସହିତ ବର୍ତମାନ ସୁଦ୍ଧା ୧୮୨୧୩ ମୃତ୍ୟୁବରଣ କରିଛନ୍ତିା ଦେଶରେ ମୋଟ ୩୭୯୮୯୨ ରୋଗୀ ସୁସ୍ଥ ହୋଇ ସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।