ଭୁବନେଶ୍ୱର –   ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୦୦୩ କରୋନା ପରୀକ୍ଷଣ ହୋଇଛି । ଆଜି  ସୁଦ୍ଧା ରାଜ୍ୟରେ ମୋଟ ୨୬୫୪୩୧   କରୋନା ପରୀକ୍ଷଣ କରା ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
୧୫୪  ଜଣଙ୍କ ଠାରୁ ଜୋରିମାନା ଆଦାୟ 
ଭୁବନେଶ୍ୱର ।  ବ୍ରହ୍ମପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୧୫୪ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ବ୍ରହ୍ମପୁର  ଏସପି  ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
ଏହି ସମୟ ମଧ୍ୟରେ ୧୧୭   ଟି ବାହନରୁ  ଜୋରିମାନା ଆଦାୟ କରା ଯାଇଥିବା ସୂଚନା ଦିଆ  ଯାଇଛି ।
