ଭୁବନେଶ୍ୱର– ରାଜ୍ୟରେ କରୋନାରେ ଆଉ ଦୁଇ ଜଣ ମୃତ୍ୟୁୂବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକ ୨ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି ।ସେମାନଙ୍କର ବୟସ ୪୮ ବର୍ଷ ଓ ୫୨ ବର୍ଷ ବୟସ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ରେ ର ପହଂଚିଛି ।