ଗଞ୍ଜାମ– କରୋନା ସ୍ଥିତିର ମୁକାବିଲା ପାଇଁ ଛତ୍ରପୁର ଏନଏସିକୁ ଆସନ୍ତାକାଲି ଠାରୁ ଆଗାମୀ ୭ ଦିନ ପାଇଁ ଅର୍ଥାତ୍ ଜୁନ୍ ୩୦ ତାରିଖ ଠାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସଟ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରୀ କରିଛନ୍ତି । ଏହା ବ୍ୟତୀତ କୌଣସି ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
Related Stories
November 23, 2024
November 23, 2024
November 23, 2024