ନୂଆଦିଲ୍ଲୀ/ଭୁବନେଶ୍ୱର– ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ନେଇ ଆଜି ସୁପ୍ରିମ୍ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଏହି ମାମଲାରେ ପକ୍ଷଭୁକ୍ତ ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିବେ । ଆଜି ଦିନ ୧୧ଟାରେ ଜଣିକିଆ ଖଣ୍ଡପୀଠରେ ଏହି ଶୁଣାଣି ହେବ । ତେବେ ମାମଲାର ଶୁଣାଣି ଭିଡିଓ କନଫରନ୍ସେ ମାଧ୍ୟମରେ ହେବ । ସୂଚନାଯୋଗ୍ୟ ରଥଯାତ୍ରା ପୁନର୍ବିଚାର ପାଇଁ ସୁପ୍ରିମ କୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି ।
Related Stories
November 23, 2024