ଭୁବନେଶ୍ୱର – ଆସନ୍ତା ଅକ୍ଟୋବର ୧ ତାରିଖ ଠାରୁ ପ୍ରଦୂଷଣ ଟେଷ୍ଟ ଅନଲାଇନ ମାଧ୍ୟମରେ କରାଯିବ ବୋଲି ଘୋଷଣା କରାଯାଇଥିଲା ବେଳେ ବର୍ତମାନ ତାର ପରିବର୍ତନ କରାଯାଇଛି । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଏବଂ ଅଫ୍ ଲାଇନରେ ପଲ୍ୟୁସନ ଟେଷ୍ଟ କରାଯାଇ ପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାପାଳ, ଏସ.ପି. ଓ ଆରଟିଓ ମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି ।
Related Stories
November 22, 2024