ଭୁବନେଶ୍ୱର– ଭୁବନେଶ୍ୱରରେ କରୋନାର ସାତଟି ନୂଆ ମାମଲା ସାମନାକୁ ଆସିଛି । ବିଏମସି ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ସାତ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଚାରି ଜଣ ରେଲବାଇ କର୍ମଚାରୀ ହୋଇଥିବା ବେଳେ ଜଣେ ପ୍ରାଇଭେଟ ହସପିଟାଲର କର୍ମଚାରୀ ଅଛନ୍ତି । ସେହିପରି ଅନ୍ୟ ଦୁଇ ଜଣ ଡୁମଡୁମା ଅଂଚଳର ଓ ସେମାନେ ପୂର୍ବବର୍ତୀ କରୋନା ସଂକ୍ରମିତଙ୍କ ସହ ସମ୍ପର୍କରେ ଆସିଥିବା ଏହି ଟ୍ୱିଟରେ କୁହା ଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO