 
                ଭୁବନେଶ୍ୱର  – ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ବିଚାର ବିଭାଗୀୟ ଅଦାଲତମାନଙ୍କରେ କାର୍ଯ୍ୟରତ ଥିବା କୋର୍ଟ ମ୍ୟାନଜର ମାନଙ୍କୁ ନିୟମିତ ଭାବେ ନିଯୁକ୍ତି ପ୍ରଦାନ କରିବାପାଇଁ ଓଡିଶା ସିନିୟର କୋର୍ଟ ମ୍ୟାନେଜର ଆଣ୍ଡ କୋର୍ଟ ମ୍ୟାନେଜର ରୁଲ୍ -୨୦୧୯ ପ୍ରଣୟନ କରାଯାଇଛି ।
୧୩ ତମ ଅର୍ଥ ଆୟୋଗ ସୁପାରିଶ କ୍ରମେ ଜିଲ୍ଲା ଜଜ୍ ମାନଙ୍କୁ ପ୍ରଶାସନିକ କ୍ଷେତ୍ରରେସହାୟତା ପାଇଁ ୩୨ ଜଣ କୋର୍ଟ ମ୍ୟାନେଜରଙ୍କୁ ସରକାର ଚୁକ୍ତି ଭିତିକ ନିଯୁକ୍ତି ପ୍ରଦାନ କରିଛନ୍ତି ।
                            
                        
	                    
 
                    







