କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧ ୮ /୦୬/୨୦୨୦,ଆଜି ରଥ କାମ ସାରି ଫେରୁଥିବା ଅର୍ଜୁନ ନାମ ଧାରୀ ଜନୈକ ମହାରଣା ସେବକ ଠିକ ଲଷ୍ମୀ ମାର୍କେଟ ସମ୍ମୁଖରେରେ ପଡିଯାଇଥିଲେ ।ଦୀର୍ଘ ୩ 0 ମିନିଟ ସମୟ ରାସ୍ତାରେ ପଡି ରହିବା ସତ୍ତ୍ୱେ,ଓ ଟିଭି ର ସାମ୍ବାଦିକ ନିଜେ ଆମ୍ବୁଲାନ୍ସ କୁ ଖବର ଦେବା ସତ୍ତ୍ୱେ କୌଣସି ଆମ୍ବୁଲାନ୍ସ ପହଁଚି ନଥିଲା ।ପରେ ପୁରୀ ସେବା ସମିତି / st. john ambulance ରୁ ଏକ streacher ଆସି ମହାରଣା ଭାଇ ମାନେ ନୀଳାଚଳ ଭକ୍ତ ନିବାସ କୁ ଆଣିଥିଲେ । ପରେ 9 ଘଣ୍ଟା 9 ମିନିଟ ରେ ଆମ୍ବୁଲାନ୍ସ ଆସି ପୀଡିତ ମହାରଣା ସେବକଙ୍କୁ ପୁରୀ ବଡ଼ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲା ।

Related Stories
November 22, 2024