ଓଡିଶା ବାଲେଶ୍ୱରର ବିଜେପି ବିଧାୟକ ମଦନ ମୋହନ ଦତଙ୍କ ପରଲୋକ desk June 17, 2020 ଭୁୁବନେଶ୍ୱର । ବାଲେଶ୍ୱରର ବିଜେପି ବିଧାୟକ ମଦନ ମୋହନ ଦତଙ୍କ ହାର୍ଟ ଆଟାକ କାରଣରୁ ମୃତ୍ୟୁ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ତାଙ୍କ ପୁଅ ଏହି ସୂଚନା ଦେଇଛନ୍ତି । Tags: BJP MLA dies Continue Reading Previous: ମଦନ ମୋହନ ଦତଙ୍କ ପରଲୋକରେ ଶୋକ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନNext: ମହାପ୍ରଭୁଙ୍କ ପାଇଁ ପହଞ୍ଚିଲା ଦଶମୂଳ ମହୋଷଧି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ 1 min read ଓଡିଶା ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ December 19, 2025 ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ ଓଡିଶା ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ December 19, 2025 ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ଓଡିଶା ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା December 19, 2025