
ଜିଡ଼ିପି ଅକେକ୍ଷା ଜୀବନ କୁ ପ୍ରାଧାନ୍ୟ ଦିଅ,କୋରନା ମୁକାବିଲା ପାଇଁ ଜିଡ଼ିପି 5% ପ୍ରଦାନ କର,ପରିବାର ପିଛା 40 କିଲୋ ଚାଉଳ ସହ ଅତ୍ୟାବଶ୍ୟକ ରାସନ ଓ ଅଭାବୀ ପରିବାର କୁ 10 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କର,,ମୃତ ପ୍ରବାସୀ ଶ୍ରମିକ ଙ୍କ ପରିବାର କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କର,,କୃଷି ଓ କୃଷକ ବିରୋଧୀ 3ଟି ଅଧ୍ୟାଦେଶ ର ପ୍ରତ୍ୟହାର ଓ କୃଷି କ୍ଷେତ୍ରରେ କର୍ପୋରେଟ କମ୍ପାନୀ ପ୍ରବେଶ କୁ ନିସିଦ୍ଧ କର,,ସ୍ୱାମୀନାଥନ ଙ୍କ ସୁପାରିଶ ଆଧାର ରେ ସମସ୍ତ କୃଷିଜାତ ଫସଲର ସବନିମ୍ନ ସହାୟକ ଦର କୁ ସୁନିଶ୍ଚିତ କର,,ସମସ୍ତ ପରିବାରକୁ ମନରେଗା ରେ ସାମିଲ କରି 200 ଦିନର କାମ ସହ ସର୍ବନିମ୍ନ ଦୈନିକ ମଜୁରୀ 300 ଟଙ୍କା କୁ ବୃଦ୍ଧି କର ଦାବି କରିଛନ୍ତି।
ସମସ୍ତ କୃଷକ ଙ୍କ ଋଣ ମୁକ୍ତ କର,ଜୋର ଜବରଦସ୍ତ ଋଣ ଆଦାୟ କରୁଥିବା କମ୍ପାନୀ ମାନଙ୍କୁ ଜବତ କର,,ଦାବି ନେଇ ସ୍ଲୋଗାନ ଦେଇଥିଲେ।କୃଷକ ନେତା ପୁର୍ଣ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ କାର୍ତ୍ତିକ ପ୍ରଧାନ(ଏକଘରିଆ ପଲ୍ଲି),ଚନ୍ଦ୍ର ପ୍ରଧାନ,ରାମଚନ୍ଦ୍ର ପ୍ରଧାନ,ସନ୍ଧ୍ୟା ରାଣୀ ପ୍ରଧାନ,ଝୁନୁ ପ୍ରଧାନ,ଗିରିଧାରୀ ପ୍ରଧାନ,ସୁରେନ୍ଦ୍ର ପ୍ରଧାନ,ନରେନ୍ଦ୍ର ଯାନୀ, ଦୟାନିଧି ପ୍ରଧାନ, କାର୍ତିକ ପ୍ରଧାନ(ଡିମିରି ପଲ୍ଲି),ଧନୁ ପ୍ରଧାନ,ସୂର୍ଯ୍ୟ ମଣୀ ପ୍ରଧାନ, ଭାସ୍କର ଯାନୀ, ଶ୍ୟାମ ପ୍ରଧାନ,ସୁବସିନୀ ପ୍ରଧାନ,ସମତେ ବହୁ କୃଷକ ଦାବୀ ଦିବସରେ ସାମିଲ ହୋଇଥିଲେ।
ରିପୋର୍ଟ-ଚିତ୍ତରଞ୍ଜନ ଗନ୍ତାୟତ
ଜଗନ୍ନାଥ ପ୍ରସାଦ
ଗଞ୍ଜାମ