-
ବିଭିନ୍ନ ଜିଲ୍ଲାରେ କରୋନୋ ସଂକ୍ରମିତଙ୍କ ସଂଖ୍ୟା
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୩୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୩୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଭାବେ କଟକ ଜିଲ୍ଲାରେ ୩୧୧ ଜଣ, ବାଲେଶ୍ୱର ଜିଲ୍ଲୀରେ ୨୦୪, କେନ୍ଦ୍ରାପଡା ଜିଲ୍ଲାରେ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭଦ୍ରକ ଜିଲ୍ଲାରେ ୧୫୭, ପୁରୀ ଜିଲ୍ଲାରେ ୧୪୮, ଜଗତସିଂହପୁର ଜିଲ୍ଲାରେ ୧୪୩ , ବଲାଙ୍ଗୀର ଜିଲ୍ଲାରେ ୧୪୧ ଜଣ ତଥା ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୧୨୩ ଓ ନୟାଗଡ ଜିଲ୍ଲାରେ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୩୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ମୟୁରଭଂଜ ଜିିଲ୍ଲାରେ ୧୦୮ ଜଣ ଓ ଗଜପତି ଜିଲ୍ଲାରେ ୮୪, ନୂଆପଡା ଜିଲ୍ଲାରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ କନ୍ଧମାଳ ଜିଲ୍ଲାରେ ୬୭, କେନ୍ଦୁଝର ଜିଲ୍ଲାରେ ୫୯, ଢେଙ୍କାନାଳ ଜିଲ୍ଲାରେ ୪୯, ଦେବଗଡ ଜିଲ୍ଲାରେ ୪୦ କଳାହାଣ୍ଡି ଜିଲ୍ଲାରେ ୪୧, ଅନୁଗୁଳ ଜିଲ୍ଲାରେ ୪୦ ତଥା ବୌଦ୍ଧ ଜିଲ୍ଲାରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁର ଜିଲ୍ଲାରେ ୨୩, ବରଗଡ ଜିଲ୍ଲାରେ ୧୮ ଓ କୋରାପୁଟ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୧୫ , ରାୟଗଡା ଜିଲ୍ଲାରେ ୭ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।