ଏଠାରେ ସନ୍ତୋଷଙ୍କ ସ୍ଵାସ୍ଟ୍ଯରେ ଅବନତି ଘଟିବାରୁ ଚୀକୀଛା ପାଇଁ ନେବାକୁ ଅନୁରୋଧ କରିଥିଲେ .କିନ୍ତୁ କେହି ଶୁଣିନଥିଲେ ବୋଲି ସନ୍ତୋଷର ଭାଇ ବିନୋଦ ବରାଡ ଅଭିଜୋଗ କରିଛନ୍ତି .କିନ୍ତୁ ପ୍ରଶାସନ ଏହାକୁ ଖଣ୍ଡନ କରିଛି .ସନ୍ତୋଷର ମଧୁମେହ ରୋଗ ଥିବାରୁ ସଣ୍ଗରୌଧ ଅବଧି ସରିବା ଗୋଟିଏ ଦିନ ପୂର୍ବରୁ ତାଂକୁ ଘରକୁ ଛାଡି ଦିଆ ଜାଇଥୂଲା .ଘରେ ସ୍ଵାସ୍ଟ୍ଯରେ ଅବନତି ଘଟିବାରୁ ପରିବାର ଲୋକେ ଭଂଜନଗର କୋଭିଡ କେର ସେଣ୍ଟେରକୁ ନେଇଥିଲେ .ସେଠାରୁ ଏକ କୋଭିଡ ଭେନରେ ବ୍ରହ୍ମପୁର ସୀତଲାପଲୀ କୋଭିଡ ହସପିଟାଲରେ ଗୁରୁବାର ସନ୍ଧ୍ୟାରେ ଭର୍ତି କରାଜାଇଥୀଲା .ସେଠାରେ ଶୁକ୍ରବାର ସକାଳ 11ଟା ସମୟରେ ମ୍ରୂତ୍ଯୂ ବରଣ କରିଥିଲେ .ଆଜି ରାତ୍ର 7ଘଂଟା ସମୟରେ ସନ୍ତୋଷର ଶବ ନିଜ ଗ୍ରାମରେ ପହଁଚିବା ପରେ ସନ୍ତୋଷର ମ୍ରୂତ୍ଯୂ କରୋନାରେ ହୋଇଥିବା ଦର୍ଶାଇ ଶବ ନେବା ପାଇଁ ବିରୋଧ କରିଥିଲେ.
ପରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ବିଡିଓ ଶଶୀ ଭୂଷଣ ମହାପାତ୍ର ଖଈରପୁଟି ସରପଂଚ ଓ ସମିତି ସଭ୍ୟଙ୍କୁ ଫୋନ କରି ସନ୍ତୋଷର ମ୍ରୂତ୍ଯୂ କରୋନା ଜନିତ ନୁହଁ ବୋଲି କହିବା ସହ ସନ୍ତୋଷ ମଧୁମେହ ରକ୍ତଚାପ ଓ ଟିବି ରୋଗରେ ଆକ୍ରନ୍ତ ଥିବାରୁ ତାର ମ୍ରୂତ୍ଯୂ ଘଟିଥିବାର ପ୍ରକାଶ କରିଥିଲେ .ତାର ଶବକୁ ଆମ୍ବୁଲେନ୍ସ ଗାଁ ମୁଣ୍ଡରେ ଆଣି ଛାଡିବା ପରେ ସେଠାରୁ ସିଧା ଶ୍ମଶାନକୁ ନେଇ ଶବ ସତ୍କାର କରାଜାଇଥୀଲା .ପ୍ରଶାସନର ନିର୍ଦେଶ ପ୍ରକାରେ କମ ସଂଖ୍ୟକ ଲୋକ ଉପସ୍ତିତ ରହି ଶବ ସତ୍କାର କରିଥିଲେ .