କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧୨/୦୬/୨୦୨୦ ଫନି କ୍ଷତିଗ୍ରସ୍ତ ଙ୍କ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ। ଆଜି ବରିଷ୍ଠ କଂଗ୍ରେସ ନେତା ବିଷ୍ଣୁ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱ ରେ ଛଇତନା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇ ଅଛି । ଏହି ବୈଠକ କୁ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ପୁରୀ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉମା ବଲ୍ଲଭ ରଥ ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ର କର୍ମକର୍ତା ଦାମ ପ୍ରଧାନ,ଗୋପ|ଲ ଚନ୍ଦ୍ର ଖୁଣ୍ଟିଆ, ରାଇଗରଡା ପୂର୍ବତନ ସରପଞ୍ଚ ରାଜକିଶୋର ସ୍ୱାଇଁ,ରମେଶ ଚନ୍ଦ୍ର ସ୍ୱାଇଁ, ଇତିଭୁଆ ପୂର୍ବତନ ସରପଞ୍ଚ ଦାମ ନାୟକ,
ଗଡ଼ ପୂର୍ବତନ ସରପଞ୍ଚ ମାଗୁଣି ଭୋଇ, ଦିବାକର ମହାପାତ୍ର,ଜମାରସୁଆ ପଂଚାୟତ ପ୍ରତାପ ନାୟକ,ବିରପ୍ରତାପପୁର ପଂଚାୟତ ସୁରେନ୍ଦ୍ର ସ୍ୱାଇଁ, ଚାଳିସିବାଟିୟା ପଂଚାୟତ ବ୍ରଜ ବେହେରା, ବାଲିପଡା ପଂଚାୟତ ଶିବ ପ୍ରସାଦ ବେହେରା, ଭାସ୍କର ରାଉତ, ନୀଳକଣ୍ଠ ସ୍ୱାଇଁ, ସୋମନାଥ ପ୍ରହରାଜ, କାଳନ୍ଦୀ ବେହେରା, ମାଣ୍ଡି ଭୋଇ, ପୁରୀ ଯୁବ କଂଗ୍ରେସ ସାଧରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ଯୋଗ ଦେଇଥିଲେ।