ଓଡିଶା କଟକରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୨୭୮ ଜଣଙ୍କ ଠାରୁ ଆଦାୟ ହେଲା ଜୋରିମାନା desk June 11, 2020 ଭୁବନେଶ୍ୱର । କଟକରେ ଗତ ୨୪ ଘଂଟା ମଧ୍ୟରେ ୨୭୮ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପିଙ୍କ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । Tags: Cuttack DCP Continue Reading Previous: ବରୁଣେଇ ଓ ଉଗ୍ରତାରା ପୀଠରେ ଧାରା ୧୪୪Next: ଗଞ୍ଜାମ ଜିଲ୍ଲାରେ ତିନି କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୨କୁ ବୃଦ୍ଧି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 11 September 2025 Important news ଓଡିଶା Indo Kaling Times 11 September 2025 Important news September 11, 2025 ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ 1 min read ଓଡିଶା ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ September 11, 2025 ଆମ ଭାଷା ହେଉଛି ଆମ ପରିଚୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡିଶା ଆମ ଭାଷା ହେଉଛି ଆମ ପରିଚୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ September 11, 2025