ଭଦ୍ରକ – ବସ୍ଥାପିତ ବ୍ୟବସାୟୀଙ୍କୁ ପ୍ରଥମ ପର୍ଯ୍ୟାୟ ଦୋକାନ ଗୃହ ବନ ଆରମ୍ଭ ହୋଇଛି। ଏଥିନେଇ ଆରଏମ୍ସି ପକ୍ଷରୁ ଉପଜିଲାପାଳ ପୀତାମ୍ବର ସାମଲ, ସଂପାଦକ ବିକାଶ ନାୟକ, ତହସିଲଦାର ପ୍ରଦୀପ ସାହୁ, ଡିଏସ୍ଡବ୍ଲୁ୍ୟ ହରେନ୍ଦ୍ର ଦେହୁରୀ ଓ ପୁରୁଣାବଜାର ଥାନାଧିକାରୀ ରତିକାନ୍ତ ଗିରିଙ୍କ ଉପସ୍ଥିତିରେ ଏହି ବନ ପ୍ରକ୍ରିୟା ଶେଷ କରିଛନ୍ତି। ଆରଏମ୍ସିର ଏହି ଗୃହ ବନ କାଳରେ ୧ ଲକ୍ଷ ୫ ହଜାର ଟଙ୍କାର ୧୭ଟି ଦୋକାନ ଗୃହ ଓ ଭେଣ୍ଡିଂ ଜୋନ୍ର ୩୦ ହଜାର ଟଙ୍କାର ୮୧ ଟି ଗୁମୁଟି ବନ କରାଯାଇଛି।
Related Stories
November 24, 2024
November 24, 2024