
ଜଗନ୍ନାଥ ପ୍ରସାଦ ବାରିକ ସମାଜ ର ସମସ୍ତ ବାରିକ ମିଶିକି ଜଗନ୍ନାଥପ୍ରସାଦତହସିଲଦାରଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି ସେଥିରେସେମାନେଗଞ୍ଜାମଜିଲ୍ଲାପାଳଙ୍କୁ ନିଜର ଅସୁବିଧା ଜଣାଇଛନ୍ତିଜେ ଆଜକୁ ପ୍ରାୟ ତିନିମାସ ହେଲା ସେମାନଙ୍କ କାମ ଧନ୍ଦା ବନ୍ଦ ଯୋଗୁଁ ସେମାନଙ୍କ ପରିବାର ପରିଚାଳନା ରେ ବହୁତ ଅସୁବିଧାରସମୁଖୀନ ହବାକୁ ପଡୁଛି ସେଲୁନ, ଏବଂ ଗାଁ ନୌକରୀ କରି ସେମାନେ ନିଜର ପରିବାର ପ୍ରତିପୋଷଣ କରୁଥିଲେ ହେଲେ ଏଇ ଲକଡାଉନ ଯୋଗୁଁ ସେମାନଙ୍କ ହାତବନ୍ଦ ଯୋଗୁଁ ଚାଲିବା ବହୁତ କଷ୍ଟସାଧ୍ୟ ହୋଇପଡିଛି ଏହାର ଶୀଘ୍ର ପ୍ରତିକାର କରି ସେମାନଙ୍କୁ ନିଜର କର୍ତବ୍ୟ କରିବାକୁ ନିର୍ଦେଶ ଦେବା ସାଙ୍ଗକୁ ସେମାନଙ୍କୁ ସରକାରୀ ସହାୟତା କିଛି ପ୍ରଦାନକରନ୍ତୁ ବୋଲି ସେମାନଙ୍କ ସଭାପତି ମୋଚିରାମ ଡାକୁଆ କହିଛନ୍ତି.