ନୂଆଦିଲ୍ଲୀ– କରୋନାରେ ୧ ଲକ୍ଷ ୧୨ ହଜାର ୪୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ହଜାର ୯୨୩ ଜଣ ଗୁରୁତର ଅଛନ୍ତି । କିନ୍ତୁ ୭ ଲକ୍ଷ ୬୧ ହଜାର ୭୦୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧୧ ଲକ୍ଷ ୩୩ ହଜାର ୨୭୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ସେହିପରି ଭାବେ ଯୁକ୍ତରାଷ୍ଟ୍ର ଆମେରିକାକୁ ଅଧିକ କଲବଲ କସୋମବାର ସକାଳ ସାଢ଼େ ୬ଟା ସୁଦ୍ଧା ୨୦ ଲକ୍ଷ ୭ ହଜାର ୪୪୯ ଜଣ ସଂକ୍ରମିତ ହୋଇସାରିଛନ୍ତି । ସମଗ୍ର ବିଶ୍ୱକୁ କରୋନା ଭାଇରସ ଗ୍ରାସିଛି । ବିଶ୍ୱରେ ୭୦ ଲକ୍ଷ ୮୫ ହଜାର ୭୦୨ ଜଣ ଲୋକ କରୋନା ସଂସ୍ପର୍ଶରେ ଆସିଛନ୍ତି । ଏଥିରୁ ୪ ଲକ୍ଷ ୫ ହଜାର ୨୭୨ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ୩୪ ଲକ୍ଷ ୫୯ ହଜାର ୮୩୦ ଜଣ ଭଲ ହୋଇଥିବା ବେଳେ ୩୨ ଲକ୍ଷ ୨୦ ହଜାର ୬୦୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୩ ହଜାର ୭୫୨ ଜଣଙ୍କର ଅବସ୍ଥା ଗୁରୁତର ଅଛି ନୂଆଦିଲ୍ଲୀ, ଜୁନ ୦୮ (ଖବର ଓଡ଼ିଶା): କରୋନା ଭାଇରସ ଯୁକ୍ତରାଷ୍ଟ୍ର ଆମେରିକାକୁ ଅଧିକ କଲବଲ କରୁଛି । ସୋମବାର ସକାଳ ସାଢ଼େ ୬ଟା ସୁଦ୍ଧା ୨୦ ଲକ୍ଷ ୭ ହଜାର ୪୪୯ ଜଣ ସଂକ୍ରମିତ ହୋଇସାରିଛନ୍ତି । ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ମାରାତ୍ମକ ଭାଇରସରେ ୧ ଲକ୍ଷ ୧୨ ହଜାର ୪୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ହଜାର ୯୨୩ ଜଣ ଗୁରୁତର ଅଛନ୍ତି । କିନ୍ତୁ ୭ ଲକ୍ଷ ୬୧ ହଜାର ୭୦୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧୧ ଲକ୍ଷ ୩୩ ହଜାର ୨୭୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ସମଗ୍ର ବିଶ୍ୱକୁ କରୋନା ଭାଇରସ ଗ୍ରାସିଛି । ବିଶ୍ୱରେ ୭୦ ଲକ୍ଷ ୮୫ ହଜାର ୭୦୨ ଜଣ ଲୋକ କରୋନା ସଂସ୍ପର୍ଶରେ ଆସିଛନ୍ତି । ଏଥିରୁ ୪ ଲକ୍ଷ ୫ ହଜାର ୨୭୨ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ୩୪ ଲକ୍ଷ ୫୯ ହଜାର ୮୩୦ ଜଣ ଭଲ ହୋଇଥିବା ବେଳେ ୩୨ ଲକ୍ଷ ୨୦ ହଜାର ୬୦୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୩ ହଜାର ୭୫୨ ଜଣଙ୍କର ଅବସ୍ଥା ଗୁରୁତର ଅଛି ।
କରୋନାରେ ୧ ଲକ୍ଷ ୧୨ ହଜାର ୪୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ହଜାର ୯୨୩ ଜଣ ଗୁରୁତର ଅଛନ୍ତି । କିନ୍ତୁ ୭ ଲକ୍ଷ ୬୧ ହଜାର ୭୦୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧୧ ଲକ୍ଷ ୩୩ ହଜାର ୨୭୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।