ଅନୁଗୁଳ(5/6)-ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ଠାରେ ଥିବା କୋବିଡ଼ ଡାକ୍ତର ଖାନା ଆଜି ଜଣେ କୋରନା ପୋଜିଟିଭ ଚିହ୍ନଟ ହୋଇଛନ୍ତି।ଉକ୍ତ 35 ବର୍ଷୀୟ ବ୍ୟକ୍ତି କୋବିଡ଼ ଡାକ୍ତରଖାନାର କାର୍ଯ୍ୟ ରତ ଡାକ୍ତର।ତାଙ୍କର ନମୁନା ପୋଜିଟିଭ ଜଣା ପଡିବା ପରେ ଆଜି ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ କୋବିଡ଼ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।ଆଜି 1 ପୋଜିଟିଭ ମିଶାଇ ସମୁଦାୟ ଆକ୍ରାନ୍ତ ଙ୍କ ସଂଖ୍ୟା 32 ରେ ପହଂଚିଛି।
Related Stories
November 22, 2024