
ରାଉରକେଲା – ରାଉରକେଲା ରେ ଦୀର୍ଘ ବର୍ଷ ରୁ ରହୁଥିବା ପିସିସି ଭଞ୍ଜଙ୍କ ପୁଅ ସକ୍ରାଜିତ ଭଞ୍ଜଦେଓ ଭାଇଜାଗରେ ଡେପୁଟି ମ୍ୟାନେଜର ଭାବରେ ଏଫସିଆଇରେ କାର୍ଯ୍ୟ କରୁଥିଲେ। ବିବାହ ର ମାତ୍ର୨ବର୍ଷ ସାତ ମାସ ପରେ ପତ୍ନୀ ଏବଂ ନିଜର ଦେଢ଼ ବର୍ଷ ର କୁନି ଝିଅ କୁ ହତ୍ୟା କରିବା ପରେ ରାଜଙ୍ଗାଗପୁର ନିକଟ ବାମରା ରେ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ତେବେ କୈାଣସି କାରଣରୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ଚରମ ସୀମାରେ ପହଞ୍ଚିଥିବା ପରେ ଏହି ଘଟଣା ଘଟିଛି ବୋଲି ପ୍ରକାଶ ରେ ଆସୁଛି।
ଆତ୍ମହତ୍ୟା ପରେ ଶବକୁ ରାଜଙ୍ଗାଗପୂର ଅଣାଯାଇ ବ୍ୟବଛେଦ କରାଯାଇଥିଲା।