
୧) ୨ବର୍ଷ ପର୍ୟ୍ଯନ୍ତ ବିଦେଶ ଯାତ୍ରା ସ୍ଥଗିତ କରାଇବେ।
୨) ଏକ ବର୍ଷ ପର୍ୟ୍ଯନ୍ତ ବାହାରେ ଖାଇବା ଉଚିତ୍ ନୁହେଁ।
୩) ବିବାହ ଓ ବ୍ରତ ବା ଅନ୍ୟ ସମାରୋହ ରେ ଯଦି ନିହାତି ଆବଶ୍ଯକୀୟ ହୁଏ ତାହା ହେଲେ ଯାଆନ୍ତୁ।।
୪) ଅନାବଶ୍ଯକ ଯାତ୍ରା ସ୍ଥଗିତ କରନ୍ତୁ।
୫) କମ୍ ସେ କମ ଏକ ବର୍ଷ ପର୍ୟ୍ଯନ୍ତ ଭିଡ ବା ଗହଳି ଯାଗାକୁ ଯାଆନ୍ତୁ ନାହିଁ।।
୬) ପୁରା ପୁରି ଶାରୀରିକ ଦୂରତା ପାଳନ କରନ୍ତୁ।
୭) ସଦାବେଳେ ଧ୍ଯାନ ଦିଅନ୍ତୁ କି ନିଜର ପାଖାପାଖି କୌଣସି ବ୍ୟକ୍ତି କୁ ଥଣ୍ଡା କିମ୍ବା ସର୍ଦୀ ନାହିଁ ତ।।
୮) ଫେସ୍ ମାସ୍କ ବ୍ଯବହାର କରନ୍ତୁ।
୯) ଶାକାହାରୀ ଭୋଜନ କରନ୍ତୁ।
୧୦) ଇମ୍ଯୁନିଟି ବଢାନ୍ତୁ।
୧୧) ସେଲୁନ୍ କୁ ଯିବା ବଂଦ୍ କଲେ ଭଲ ହେବ।
୧୨) କୋରୋନା ସଂପୂର୍ଣ୍ଣ ରୂପେ ହଟିବ ନାହିଁ ଏଣୁ ସାବଧାନ ଓ ସୁରକ୍ଷିତ ରେ ରୁହନ୍ତୁ।
୧୩) ହାତ ରେ ଘଡି କିମ୍ବା ମୁଦି
ପିନ୍ଧିବାକୁ ମନା କାରଣ କୋରୋନା
ଭାଇରସ୍ ମୁଦି ଓ ଘଡି ଭିତରେ ଲୁଚି ରହନ୍ତି।
୧୪) ବାହାରକୁ ଗଲେ ମାସ୍କ ସହିତ ସେନିଟାଇଜ୍ ଟିସୁ ପେପର ଧରି ବାହାରନ୍ତୁ।
୧୫) ବାହାରୁ ଅାସିଲେ ଜୋତା ଚପଲ ବାହାରେ ରଖନ୍ତୁ।
୧୬) ବାହାରୁ ଆସିଲେ ହାତ ଗୋଡ ଭଲ ଭାବରେ ସାବୁନ ରେ ଧୁଅନ୍ତୁ।
୧୭) ଜଦି ଜାଣି ପାରିେଲ କୌଣସି ସଂଦିଗ୍ଧ ରୋଗୀ ର ଟଚ୍ ରେ ଆସିଲେ ତାହା ହେଲେ ସ୍ନାନ କରି ଘରକୁ ପସିବେ।
।। ଧନ୍ଯବାଦ।।
ଭାରତୀୟ ଚିକିତ୍ସା ଅନୁସଂଧାନ ପରିଷଦ, ନୂଆଦିଲ୍ଲୀ।