ଭୁବନେଶ୍ୱର। କଟକରେ ଗତ ୨୪ ଘଂଟା ମଧ୍ୟରେ ୨୧୯ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପିଙ୍କ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
Related Stories
November 23, 2024