-
ସକାଳ ୫ଟାର ୭ଟା ଯାଏ ପାର୍କରେ କେବଳ ୬୦ ବର୍ଷରୁ ଉର୍ଧ ନାଗରିକଙ୍କୁ ପ୍ରବେଶ ଅନୁମତି
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡଲାଇନ ଜାରୀ କରା ଯାଇଥିବା ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତନ କରାଯାଇଛି । ସଟ ଡାଉନ ବେଳେ ଶନିବାର ଓ ରବିବାର ଦିନ ଭୁବନେଶ୍ୱରର ପାର୍କ ବନ୍ଦ ରହିବ ।