ଯୋଗସାଧନା ଦ୍ୱରା କିପରି କୋଭିଡ -19 କୁ ଦୁରେଇ ରଖିବା ଏବଂ ନିଜକୁ ସୁସ୍ଥ ନିମନ୍ତେ ଯୋଗ ଶିକ୍ଷ୍l ଶିବିର ଅନୁଷ୍ଠିତ -28-05-2020
Iଆଜି ଆଂଚଳିକ ମହାବିଦ୍ୟାଳୟ ସାଙ୍ଗରୋଧ କେନ୍ଦ୍ରରେ ସରପଞ୍ଚ ଦେବୀପ୍ରସାଦ ମହାପାତ୍ର ଙ୍କ ପରିଚାଳନା ରେଯୋଗଗୁରୁ କ୍ଷୀରୋଦ ଚନ୍ଦ୍ର ଦାଶ ଯୋଗଶିକ୍ଷା ଦେଇଥିଲେ l ସରୋଜ କୁମାର ନାୟକ ଙ୍କ ପରିଚାଳନା ରେ ଅଧ୍ୟାପକ ଲୋକନାଥ ମହାନ୍ତି, ଶିକ୍ଷକ ପ୍ରଦୀପ୍ତ ଭୂୟାଁ, ପରିଚାଳନା ଓ ଘରେ ପହଂଚିବା ପରେ “ଗୃହ କୁ ଗଲା ପରେ କିପରି ଚଳିବାକୁ ହେବ (ପରିଷ୍କାର, ପରିଚ୍ଛନ୍ନତା ହାତଧୂଆ, ସାମାଜିକ ଦୂରତା ରକ୍ଷା, ଗରମ ପାଣି, ଗରମ ଖାଦ୍ୟ ଖାଇବା, ମାସ୍କ ବ୍ୟବହାର ସମ୍ପର୍କ ରେ ଅବଗତ କରାଇଥିଲେ l
ଗଞ୍ଜାମ ଜଗନ୍ନାଥପ୍ରସାଦ ରୁଚିତ୍ତରଞ୍ଜନଗନ୍ତାୟତଙ୍କ ରିପୋର୍ଟ
Related Stories
November 23, 2024