ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଲକଡାଉନ ସମୟରେ 9.67 କୋଟି କୃଷକମାନଙ୍କୁ 19,350.84 କୋଟି ଟଙ୍କା ଜାରି କରା ଯାଇଛି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଡାଲି ବଣ୍ଟନ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପାଖାପାଖି 4.57 ଲକ୍ଷ ମେଟ୍ରିକ ଟନ ଡାଲି ଯୋଗାଇ ଦିଆଯାଇଛି। ଏଥିମଧ୍ୟରୁ 1.78 ଲକ୍ଷ ମେଟ୍ରିକ ଟନ ଡାଲି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଥିବା 1340.61 ଲକ୍ଷ ହିତାଧିକାରୀଙ୍କୁ ବିତରଣ କରାଯାଇସାରିଛି।
ଲକଡାଉନ ସମୟରେ ନାଫେଡ ପକ୍ଷରୁ ଡାଲି ଓ ତୈଳ ବୀଜ ସଂଗ୍ରହର ସ୍ଥିତି :
ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ ଓ ହରିୟାଣା ଆଦି 9ଟି ରାଜ୍ୟରୁ 7.33 ଲକ୍ଷ ମେଟ୍ରିକ ଟନ ଚଣା ଡାଲି ସଂଗ୍ରହ କରାଯାଇଛି।
ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ହରିୟାଣା ଆଦି 5ଟି ରାଜ୍ୟରୁ 5.91 ଲକ୍ଷ ମେଟ୍ରିକ ଟନ ସୋରିଷ ସଂଗ୍ରହ କରାଯାଇଛି।
ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜରାଟ ଓ ଓଡ଼ିଶା ଆଦି 8ଟି ରାଜ୍ୟରୁ 2.41 ଲକ୍ଷ ମେଟ୍ରିକ ଟନ ହରଡ଼ ଡାଲି ସଂଗ୍ରହ କରାଯାଇଛି।
ରବି ବିପଣନ ଋତୁରେ ଗହମ ସଂଗ୍ରହ
ରବି ବିପଣନ ଋତୁ (ଆରଏମଏସ) 2020-21ରେ ମୋଟ 359.10 ଲକ୍ଷ ମେଟ୍ରିକ ଟନ ଗହମ ଏଫସିଆଇରେ ପହଞ୍ଚିଥିଲା ଏଥିମଧ୍ୟରୁ 347.54 ଲକ୍ଷ ମେଟ୍ରିକ ଟନ କ୍ରୟ କରାଯାଇଛି।
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନା
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନା ଅନ୍ତର୍ଗତ ଲକଡାଉନ ଅବଧିରେ 24.3.2020 ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ 9.67 କୋଟି କୃଷକ ଲାଭାନ୍ବିତ ହୋଇଛନ୍ତି ଏବଂ ସେମାନଙ୍କୁ 19,350.84 କୋଟି ଟଙ୍କା ଜାରି କରାଯାଇଛି।
Dal Distribution
ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଲକଡାଉନ ସମୟରେ 9.67 କୋଟି କୃଷକମାନଙ୍କୁ 19,350.84 କୋଟି ଟଙ୍କା ଜାରି କରା ଯାଇଛି ।