ଭୁବନେଶ୍ୱର – ପ୍ରତି ବ୍ଲକ୍ ଓ ସବ ଡିଭିଜନ୍ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍ ଟେଷ୍ଟିଂ କ୍ୟାମ୍ପ୍ କରାଯିବ । ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ସେ କହିଛନ୍ତି ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ହୋଇଥିବା ପ୍ରଦୂଷଣ ସାର୍ଟିଫିକେଟ୍ ବୈଧ ଅଟେ । ୬ ମାସ ପର୍ଯ୍ୟନ୍ତ ଏହାର ବୈଧତା ରହିବ । ଅକ୍ଟୋବର ୧ ତାରିଖ ଠାରୁ ଅନଲାଇନ୍ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ହେବ ।
Related Stories
November 24, 2024
November 24, 2024