
ଭୁବନେଶ୍ୱର। ଗତ ୨୪ ଘଂଟାରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୬ ଟି ମାମଲା ରୁଜୁ ହୋଇଛି େ ବାଲି ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ଯେ ଲକଡାଉନ ଉଲ୍ଲଂଘନକୁ ନେଇ ୫ ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ଅନ୍ୟ ମାମଲା ରହିଥିବା ଏଥିରେ ପ୍ରକାଶ କରା ଯାଇଛି ।