
ଭୁବନେଶ୍ୱର – ସର୍ବଭାରତୀୟ ସୈନିକସ୍କୁଲ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧି ଆସନ୍ତା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ୨୩ ସେପ୍ଟେମ୍ବର ଥିଲା ।
ଯେଉଁ ପରୀକ୍ଷାର୍ଥୀମାନେ କୌଣସି କାରଣରୁ ପୂର୍ବନିର୍ଦ୍ଧାରିତ ତାରିଖ ଭିତରେ ଆବେଦନ କରିପାରି ନାହାଁନ୍ତି , ସେମାନେ ସୈନିକସ୍କୁଲ ଭୁବନେଶ୍ୱର(ଷÂ,ନବମ ଶ୍ରେଣୀ) ଓ ସୈନିକସ୍କୁଲ ସମ୍ବଲପୁର(ଷÂ ଶ୍ରେଣୀ) ପାଇଁ ସୈନିକସ୍କୁଲ ଆଡମିଶନ୍ ଡଟ୍ ଇନ୍ ରେ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଆବେଦନ କରିପାରିବେ ବୋଲି ସ୍କୁଲ କର୍ତୃପକ୍ଷ ସୂଚନା ଦେଇଛନ୍ତି ।