ଭୁବନେଶ୍ୱର । ଗତ ୨୪ ଘଂଟାରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୧୦ ଟି ମାମଲା ରୁଜୁ ହୋଇଛି େ ବାଲି ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ଯେ ଲକଡାଉନ ଉଲ୍ଲଂଘନକୁ ନେଇ ୭ଟି ମାମଲା ରୁଜୁ ହୋଇଥିବା ବେଳେ ଗୁଜବ ପ୍ରଚାର କରିବା ସମ୍ପର୍କିତ ଚୋରୋଟି ମାମଲା ରୁଜୁ କରା ଯାଇଥିବା ଏଥିରେ ପ୍ରକାଶ କରା ଯାଇଛି ।