ଭୁବନେଶ୍ୱର। ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ଘର ଗଂଜାମ ଜିଲ୍ଲାରେ ଓ ତାଙ୍କ ବୟସ ୮୫ ବର୍ଷୀୟ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସେ ସୁରତରୁ ଫେରିଥିଲେ ଓ ତାଙ୍କୁ ବିଭିନ୍ନ ଅନ୍ୟ ରୋଗ ମଧ୍ୟ ଥିଲା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।