ଭୁବନେଶ୍ୱର– ଓଡିଶା ଓ ପଶ୍ଚିମ ବଙ୍ଗର ଅମ୍ଫନ ପ୍ରଭାବିତ ଅଂଚଳରେ ଉଦ୍ଧାର ଓ ରିଲିଫ କାମର ସମୀକ୍ଷା କରିଛନ୍ତି ଏନସିଏମସି । ଏହି ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାଗ ନେଇ ଛନ୍ତି । ଏନଡିଆରଏଫ ରାଜ୍ୟରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରିବାରେ ସହାୟତା କରିଛିା ଉଭୟ ରାଜ୍ୟକୁ ସମସ୍ତ ସହାୟତା ପ୍ରଦାନ କରା ଯାଉଛି ବୋଲି କ୍ୟାବିନେଟ ସଚିବ ପ୍ରକାଶ କରିଛନ୍ତି ।