
ଜଗନ୍ନାଥପ୍ରସାଦ. ଜଗନ୍ନାଥପ୍ରସାଦ ତହସିଲଦାର ଶ୍ରୀ ଯୁକ୍ତବାସୁଦେବ ପାଣ୍ଡେ ଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ମାନଙ୍କୁନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି ସେଥିରେ ଅଡିସିନାଲ ତହସିଲଦାର ନିଜେ ଜନସାଧାରଣ ଙ୍କୁ ସଚେତନତା ର ବାର୍ତା ଦେଇଥିଲେ ଯେ ସମସ୍ତେ ଦୂରତା ରକ୍ଷା କରିବା ନିମନ୍ତେ କହିଥିଲେ କୋରନା କୁ ନେଇ ସମସ୍ତେ ସଜାଗ ରୁହନ୍ତୁ ବୋଲି ଲୋକଙ୍କୁ ଅବଗତ କରାଇଥିଲେ ଏଥି ସହିତ ଦୋକାନୀ ମାନଙ୍କୁ ମଧ୍ୟ ଦୁରେଇ ରହି ବା ସହ ହାତ ଧୋଇବା ନିମନ୍ତେ କହିବାକୁ ଜଣାଇବା ପରେ ମାଦକ ଦ୍ରବ୍ୟ ବିକିବାକୁ ମନା କରିବା ସହ କିଣିବା କୁ ମନା କରିଥିଲେ 1 ବ୍ୟାଙ୍କ, ଏ. ଟି. ଏମ, ସାମ୍ନାରେ ରହି ଲୋକଙ୍କୁ ଚାରୋଟି ନିୟମ ବୁଝାଇ ଥିଲେ ଏଥିରେ ସମସ୍ତ କର୍ମଚାରୀ ମିଶି ରାଲିରେ ଯାଇ ପଞ୍ଚାୟତସମିତି କାର୍ଯ୍ୟାଳୟ ସମୁଖରେ ପହଁଚିଲେ ସଚେତନତା ର ବାର୍ତା ପ୍ରଦାନ କରିଥିଲେ. = ଜଗନ୍ନାଥପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତଙ୍କ ରିପୋର୍ଟ