ବାଲେଶ୍ୱର– ଜିଲ୍ଲାପାଳଙ୍କ ପକ୍ଷରୁ ଗତକାଲି ସଂନ୍ଧ୍ୟାରୁ ବାଲେଶ୍ୱର ଜିଲ୍ଲାକୁ ବାହାର ରାଜାଜ୍ୟର ପ୍ରବାସୀଙ୍କ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରୀ କରାଯାଇଛି । ଜିଲ୍ଲା ବାହାରେ ରହୁଥିବା ପ୍ରବାସୀଙ୍କ ଉପରେ ଏହି କଟକଣା ଜାରୀ କରାଯାଇଛି ।
Related Stories
November 23, 2024