ଓଡିଶା କ୍ୱାରେଂଟାଇନ ସେଂଟରରେ ବୃଦ୍ଧଙ୍କ ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗ desk May 19, 2020 ଭଦ୍ରକ– କ୍ୱାରେଂଟାଇନ ସେଂଟରରେ ବୃଦ୍ଧଙ୍କ ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ବୟାବନାପୁର ସ୍କୁଲରେ ମୃତକ ଜଣକ କ୍ୱାରେଂଟାଇନରେ ରହୁଥିଲେ । ମୃତକ ୭୨ ବର୍ଷିୟ ଦେବେନ୍ଦ୍ର ରାଉତ । ସେ କଲିକତାରୁ ଫେରି କ୍ୱାରେଂଟାଇନ କେନ୍ଦ୍ରରେ ରହୁଥିଲେ । Tags: Old woman dead in Quarantine center Continue Reading Previous: ରାଜ୍ୟରେ ମୋଟ ପରୀକ୍ଷଣ ସଂଖ୍ୟା ୧ ଲକ୍ଷ ନମୁନାର ପରୀକ୍ଷଣ ହେଲା Next: ବାଇକ ସହ ବାଇକ ଧକ୍କା ରେ ୨ମୃତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ଓଡିଶା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ November 6, 2025 କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ଓଡିଶା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ November 6, 2025 ବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ ଓଡିଶା ବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ November 6, 2025