
ଭୁବନେଶ୍ୱର – ଗତ ୨୪ ଘଂଟାରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୧୨ ଟି ମାମଲା ରୁଜୁ ହୋଇଛି େ ବାଲି ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ଯେ ଲକଡାଉନ ଉଲ୍ଲଂଘନକୁ ନେଇ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ହୋମ କ୍ୱାରେଂଟାଇନ ଗାଇଡ ଲାଇନ ଉଲ୍ଲଂଘନ ସମ୍ପର୍କିତ ଦୁଇଟି ମାମଲା ରୁଜୁ କରା ଯାଇଥିବା ଏଥିରେ ପ୍ରକାଶ କରା ଯାଇଛି ।