
ବ୍ରହ୍ମପୁର/ଭୁବନେଶ୍ୱର : ଓଡିଶାରେ ଶୁକ୍ରବାର କରୋନା ରୋଗୀଙ୍କ ସଂଖ୍ୟା 672 କୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଙ୍କ ପକ୍ଷରୁ ସକାଳେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରକାଶିତ ତଥ୍ୟ ଅନୁସାରେ କେନ୍ଦ୍ରାପଡ଼ାରେ ୧୩, ବାଲେଶ୍ୱରରେ ୧୨, ଗଞ୍ଜାମରେ ୧୧, ପୁରୀରେ ୧୦, ଭଦ୍ରକରେ ୬ , ନୟାଗଡ଼ରେ ୩, ଜାଜପୁରରେ ୨ ଓ କଟକ, ଦେଓଗଡ ଓ ସୁନ୍ଦରଗଡରେ ଗୋଟିଏ ଲେଖାଏଁ କରୋନା ପଜିଟିଭ୍ ମିଳିଛି। । ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୬୭୨ କୁ ବୃଦ୍ଧି ପାଇଥିବାବେଳେ ୧୬୬ ଜଣ ସୁସ୍ଥ ଅଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ର 511 ମାମଲା ମଧ୍ୟ ଦାୟର ହୋଇଛି |