ଭୁବନେଶ୍ୱର। ଗତ ୨୪ ଘଂଟାରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୧୮ଟି ମାମଲା ରୁଜୁ ହୋଇଛି େ ବାଲି ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ଯେ ଲକଡାଉନ ଉଲ୍ଲଂଘନକୁ ନେଇ ୧୫ଟି ମାମଲା ରୁଜୁ ହୋଇଥିବା ବେଳେ ହୋମ କ୍ୱାରେଂଟାଇନ ଗାଇଡ ଲାଇନ ଉଲ୍ଲଂଘନ ସମ୍ପର୍କିତ ଗୋଟିଏ ମାମଲା ଅନ୍ୟ କାରଣ ପାଇଁ ଦୁଇଟି ମାମଲା ରୁଜୁ କରା ଯାଇଥିବା ଏଥିରେ ପ୍ରକାଶ କରା ଯାଇଛି ।