ଭୁୁବନେଶ୍ୱର – ଭଦ୍ରକ ଜିଲ୍ଲା ପ୍ରଶାସନ ଚରମ୍ପା ଅଂଚଳରେ କର୍ଫ୍ୟୁ ଅବଧିକୁ ବଢାଇଛନ୍ତି । ବର୍ତମାନ କର୍ଫ୍ୟୁ ଆସନ୍ତା କାଲି ସକାଳ ୭ଟା ଯାଏ ବଳବତର ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦେଶନାମା ଜାରୀ କରା ଯାଇଛି । ଉଲ୍ଲେଖନୀୟ ଯେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାସୀ ଓଡିଆ ମାନେ ଭଦ୍ରକ ଷ୍ଟେସନରେ ପହଂଚୁଥିବାରୁ ମଙ୍ଗଳବାର ଦିନ ଅପରାହ୍ନ ୨ଟାରୁ ୨୪ ଘଂଟା ପାଇଁ କର୍ଫ୍ୟୁ ଘୋଷଣା କରା ଯାଇଥିଲା । ଏହି ଅବଧିକୁ ବଢାଇ ଦିଆ ଯାଇଛି ।
Related Stories
November 25, 2024