ଭୁବନେଶ୍ୱର– ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଦିନ ଜିଲ୍ଲାର ଚାରିଟି ପଂଚାୟତରେ କଂଟେନମେଂଟ ଜୋନ ଆଦେଶ ପ୍ରତ୍ୟାହାର କରା ଯାଇଛି ।
ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଓ ବନ୍ତ ବ୍ଲକର ଚାରିଟି ପଂଚାୟତରେ ଆବଶ୍ୟକୀୟ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ପଦକ୍ଷେପ ନିଆ ଯିବା ପରେ ଏହି ଆଦେଶକୁ ପ୍ରତ୍ୟାହାର କରା ଯାଇଛିା