ଭୁବନେଶ୍ୱର – ବିଟେକ୍ ଆଡମିଶନ ପାଇଁ ସ୍ୱତନ୍ତ୍ର ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ପାଇଁ ମଙ୍ଗଳବାରଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଆବେଦନ ଶେଷ ତାରିଖ ମଇ ୩୧ ତାରିଖ ରହିଛି । ଏଥି ପାଇଁ ଜୁନ୍ ୫ ଯାଏଁ ଫି ଦାଖଲ କରବାକୁ ପଡ଼ିବ । ଜୁନ୍ ୧୭ ପରେ ସ୍ଥିତି ଦେଖି ଆଡମିଟ୍ କାର୍ଟ ଓ ପରୀକ୍ଷା ଦିନ ଧାର୍ଯ୍ୟ ହେବ ।
Related Stories
February 1, 2025