
ଅନୁଗୁଳ-ଅନୁଗୁଳ ଜିଲ୍ଲାରେ ସୋମବାର ସକାଳ ପର୍ଯ୍ୟନ୍ତ 1912 ଟି ନମୁନା ସଂଗ୍ରହ କରାଯାଇଥିବା ସୂଚନା ହସ୍ତକ୍ଷେପ ହୋଇଛି।ଏଥି ମଧ୍ୟରୁ 1418 ଟି ନମୁନା ପରୀକ୍ଷା ହୋଇସାରିଛି। ପରୀକ୍ଷା ହୋଇଥିବା ନମୁନା ରୁ 15 ଜଣ କୋରନା ଆକ୍ରାନ୍ତ ଥିବା ରବିବାର ରାଜ୍ୟ ସରକାର ଙ୍କ ତରଫରୁ ଘୋଷଣା କରାଯାଇ ଅଛି। ତେବେ ଅତିରିକ୍ତ 554 ଟି ନମୁନା ର ରିପୋର୍ଟ କୁ ଅପେକ୍ଷା କରାଯାଇ ଅଛି।