
ଦିଗପହଣ୍ଡି:-ଗଞ୍ଜାମ ଜିଲ୍ଳା ଦିଗପହଣ୍ଡି ବ୍ଲକ୍ କରପଡା ପଞ୍ଚାୟତ ଜକର ବାଲିଝୁଡି ଏକ କେନାଲ ରାସ୍ତା ରେ ଏକ ପାଗେଳି ପୁତ୍ର ସନ୍ତାନ ଜନ୍ମ ଦେଇ ଛନ୍ତି। ଏହା ଏକ ନିନ୍ଦନିୟ ଘଟଣା । ପାଗେଳି ସେହି ଜାଗା କୁ କେମିତି ଆସିଲା ତାଙ୍କ ଘର କୋଠି କେହି ଜାଣି ନ ଥିବା କହୁ ଛନ୍ତି । ପଗେଳି ର ପରିଚୟ ବର୍ତ୍ତମାନ ସୁଧା ମିଳି ପାରିନି ସ୍ଥାନୀୟ ଆସା କର୍ମୀ ସରସ୍ୱତୀ ପ୍ରଧାନ ଅଙ୍ଗନ ବାଡି କର୍ମୀ ସବିତା ପ୍ରଧାନ , ଯୁବ ନେତା ସଞ୍ଜୟ କୁମାର ବେହେରା , ଛାତ୍ର ନେତା ରାଜ କିଶୋର ମହାନ୍ତି, ମୁନା, ଶିବ, ବିକ୍ରମ , ଉଆଳି , ବିକାଶ ଙ୍କ ସହାୟତା ରେ ଆମ୍ବୁଲାନ୍ସ ମଧ୍ୟ ଆସି ନ ଥିଲା ବହୁ କଷ୍ଟ ରେ ଏକ ଅଟୋ ସାହାଯ୍ୟ ରେ ବମକେଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ଥିଲେ । ବର୍ତ୍ତମାନ ମା ସୁସ୍ଥ ଥିବା ବେଳେ ଛୁଆ ର ଦେହ ଭଲ ନ ଥିବା ଡ଼ଃ କହି ଛନ୍ତି ।ଓଜନ ୧କେଜି ୫୦୦ ଗ୍ରାମ ଥିବା ଜଣା ପଡ଼ିଛି । ପରେ ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଇ ଛନ୍ତି । ରିପୋର୍ଟ ପ୍ରଫୁଲ ସାବତ