
ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଅଦ୍ୟାନ୍ତ ସେକେଣ୍ଡାରୀ ସ୍କୁଲର ନିର୍ଦେଶକ ଅଜୟ ବାହାଦୁର ସିଂହ ଙ୍କୁ କାନାଡା ର ଭୈକୁବର ସହରର ମୈପଲ ରିଜ ଠାରେ ଜିନ୍ଦଗୀ ଫୀଓ୍ନଡେସନ ମାଧ୍ୟମରେ ତାଙ୍କ କାର୍ଯ୍ୟ ପାଇଁ ସମ୍ମାନିତ କରାଗଲା। ଏହି କାର୍ଯ୍ୟକ୍ରମରେ କାନାଡା, ଆମେରିକା ଓ ମେକ୍ସିକୋର ଅନେକ ଗଣମାନ୍ଯ ଲୋକ ଉପସ୍ଥିତ ଥିଲେ। ଏହି ପୁରସ୍କାର କୁ ଅଜୟ ବାହାଦୁର ସିଂହ ତାଙ୍କ ଜୀବନ ର ୟାଦଗାର ମୁହୁର୍ତ କହିଛନ୍ତି। ସେ ସମର୍ଥନ ଓ ପ୍ରୋତ୍ସାହନ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।