ଜଗନ୍ନାଥପ୍ରସାଦ -ଅଦିନିଆ କାଳବୈଶାଖୀ ବର୍ଷା ଓ ଝଡତୋଫାନ ରେ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି ।ଗତ ରାତିରେ ହୋଇଥିବା ଏହି ଝଡରେ ସହରର ବହୁ ଗଛ ଭାଙ୍ଗି ଉପୁଡି ପଡିଥିବା ବେଳେ ବହୁ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି ।ତେଣୁଜଗନ୍ନାଥପ୍ରସାଦ ଅଞ୍ଚଳରେ ଗତ ରାତିରୁ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇ ଆଜି ପ୍ରଯନ୍ତ ହୋଇଥିଲା ।ହେଲେ ବିଦୁତ ବିଭାଗ ର କର୍ମଚାରୀ ଅଭାବରୁ କାର୍ଯ୍ୟବିଳମ୍ବ ଘଟୁଛି ।କରୋନା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ଏହି କାଳବୈଶାଖୀ ଝଡ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।
ଜଗନ୍ନାଥପ୍ରସାଦ ଗ୍ରାମବାସୀ ଦାବି କରୁଛନ୍ତି ଏଥି ପ୍ରତି ବିଭାଗୀୟ ଉଛପଦସ୍ତଅଧିକାରୀ ଙ୍କ ନଜରପଡ଼ୁ ବୋଲି ଅଭିଯୋଗ.
Related Stories
May 11, 2025