
ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତ ରେ ବାହାରୁ ଆସୁଥିବା ନିଜ ପଂଚାୟତ ର ଲୋକ ମାନଙ୍କୁ ସ୍କୁଲ ଠାରେ ହୋଇଥିବା କ୍ୱାରନ୍ଟାଇନେ ଘରେ ରଖାଯାଇଅଛି ଏ ପଯ୍ୟନ୍ତ ଚାରି ଜଣ ଲୋକ ଅଛନ୍ତି .ସେହି ଲୋକମାନଙ୍କୁ ଦିନକୁ ଦୁଇ ବେଳା ଖାଦ୍ୟ ଦିଆ ସଙ୍ଗକୁ ଜଳିଖିଆ ଯାଉଛି .ସେମାନଂକ ସମସ୍ତ ସୁବିଧା ଅସୁବିଧା ସରପଞ୍ଚ ବିଚିତ୍ର ନାୟକ ସହ ଓ ଯୁବକ ସଂଘ ସହଯୋଗ କରିଥିଲେ ସେମାନଙ୍କୁ ଭାତ, ଡାଲି, ଖଟା, ଛଣାଭଜା, ତରକାରୀ ଆଦି କରିବା ଦେଖିବାକୁ ମିଳିଛି ପ୍ରାୟ 70/80ଜଣ କୁ ରନ୍ଧା ଖାଦ୍ୟ ପ୍ରଦାନ କରା ଯାଉଛି ସମସ୍ତ ପଞ୍ଚାୟତ ଠାରୁ ଉର୍ନତ ଧାରଣ ଖାଦ୍ୟ ପ୍ରଦାନ କରାଯାଉଛି, ନୀଳା ସାହୁ, ମହିଳାସଂଘ ମିଳିତ ଭାବରେ ସରପଞ୍ଚ ଙ୍କୁ ସାହାଯ୍ୟ କରୁଛନ୍ତି.