
ଜଗନ୍ନାଥପ୍ରସାଦ. ଜଗନ୍ନାଥପ୍ରସାଦ ବ୍ଲକର ଗଣ୍ଡାଧର ଗ୍ରାମ ପଞ୍ଚାୟତ ରେ ବାହାରୁ ଆସୁଥିବା ନିଜ ପଂଚାୟତ ର ଲୋକ ମାନଙ୍କୁ ସ୍କୁଲ ଠାରେ ହୋଇଥିବା କ୍ୱାରନ୍ଟାଇନେ ଘରେ ରଖାଯାଇଅଛି .ରିପୋର୍ଟ ହୋଇଥିବା ପଯ୍ୟନ୍ତ ବାର ଜଣ ଲୋକ ଅଛନ୍ତି .ସେହି ଲୋକମାନଙ୍କୁ ଦିନକୁ ଦୁଇ ବେଳା ଖାଦ୍ୟ ଦିଆ ଯାଉଛି .ସେମାନଂକ ସମସ୍ତ ସୁବିଧା ଅସୁବିଧା ସରପଞ୍ଚ ଗାୟତ୍ରୀ ନାୟକ ସହ ସରପଞ୍ଚ ପ୍ରତିନିଧି ବିଜୟ ନାୟକ ଓ ଯୁବକ ସଂଘ ସହଯୋଗ ରେ ସେମାନଙ୍କୁ ଲାଇଟି, ଫେନ, ପିଇବାପାଣି ସବୁର ସୁବିଧା କରିଥିଲେ .ଜଗନ୍ନାଥ ପ୍ରସାଦରୁ ଚିତ୍ତରଞ୍ଜନଗନ୍ତାୟତଙ୍କ ରିପୋଟ