ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଲକ ଡାଉନ ପାଇଁ ଭଞ୍ଜନଗର ସହରରେ କେତେକ ନିର୍ଦ୍ଦିଷ୍ଟ ଦୋକାନ କୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ଉପରେ କଟକଣା ଲାଗୁ କରାଯାଇଛି।ହେଲେ ଏହି ନିୟମ ନମାନି କେତେକ ଦୋକାନୀ ନିଜ ଦୋକାନ ର କବାଟ ବନ୍ଦ ରଖି ଭିତରେ ବ୍ୟବସାୟ କରୁଥିବା ଜାଣିପାରି ଏନ.ଏ.ସି ସ୍କ୍ୱାର୍ଡ ଚଢ଼ାଉ କରି ଦୁଇଟି ଦୋକାନ ରୁ ୩ହଜାର ଟଙ୍କା ଜରିମାନା ଆଦାୟ କରିଛି।ସେଥି ମଧ୍ୟରୁ ଗୋଟିଏ ଡ୍ରେସ ଦୋକାନରୁ ୨ହଜାର ଓ ଏକ ବାସନ କୁସନ ଦୋକାନରୁ ୧ହଜାର ଟଙ୍କା ଆଦାୟ ହୋଇଛି।ଏଥିରେ ନୋଡାଲ ଅଫିସର ଦିଲିପ କୁମାର ସ୍ୱାଇଁ,ଅଶୋକ ପ୍ରଧାନ, ସାଇବ ସାହୁ ଓଶିବ ଶଙ୍କର ପ୍ରଧାନ ଉପସ୍ଥିତ ଥିଲେ।
Related Stories
November 25, 2024