ଭଦ୍ରକ – ଚାନ୍ଦବାଲି ଡିଏଫଓ (ବନ୍ୟପ୍ରାଣୀ)ଙ୍କ ଅଫିସରେ ଆଜି ଡିଏଫଓ ଅମ୍ଳାନ କୁମାର ନାୟକଙ୍କୁ ଭୂବନେଶ୍ବର ମୁଖ୍ୟ ଅଫିସକୁ ବଦଳି ହୋଇଥିବା ବେଳେ ନୂତନ ଡିଏଫଓ ଭାବରେ ପୂର୍ଣିମା ପା‹ିଆନ େଯାଗ ଦେଇଛନ୍ତି। ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ପୂର୍ବତନ ଡିଏଫଓଙ୍କୁ ବିଦାୟକାଳୀନ ସମ୍ବନ୍ର୍ଧନା ଦିଆଯାଇଥିବା ବେଳେ ନୂତନ ଡିଏଫଓ ପୂର୍ଣିମା ପାଣ୍ଡିଆନଙ୍କୁ ନୂତନ ଅଫିସରେ ସ୍ବାଗତ ସମ୍ଭନ୍ର୍ଧିତ କରାଯାଇଥିଲା।ଆଜିର ଏହି ସଭାରେ ଚାନ୍ଦବାଲି ରେଞ୍ଜ ଅଫିସର ରଞ୍ଜିତ ମହାନ୍ତି,ବାସୁଦେବପୁର ରେଞ୍ଜ ଅଫିସର ପୂର୍ଣଚନ୍ଦ୍ର ପଣ୍ଡା, ଧାମନଗର ରେଞ୍ଜ ଅଫିସର ସମୀର ରାଉତ, ଧାମରା ବନପାଳ ଗଦାଧର ବିଶ୍ବାଳ, ଜନାର୍ଦନ ମିଶ୍ର, ସୁବ୍ରତ ବେହେରା, ପ୍ରଦ୍ବୀପ ନାୟକ, ସୁଚିଶ୍ମିତା ମହାନ୍ତି, ବସନ୍ତ ମାଝୀ, ଅମରେନ୍ଦ୍ର ନାୟକ, ପ୍ରଶାନ୍ତ ଦାସ, ପ୍ରକାଶ ଦାସ, ସୂଯ୍ର୍ୟକାନ୍ତ ପଣ୍ଡା, ଙ୍କ ସମେତ ସମସ୍ତ ବନରକ୍ଷୀ ମାନେ ଏହି ବିଦାୟକାଳୀନ ଏବଂ ସ୍ବାଗତ ସମ୍ବନ୍ର୍ଧନା ଉତ୍ସବରେ େଯାଗ ଦେଇଥିଲେ।
Related Stories
May 11, 2025